ଚିଲିକା ବିଧାୟକଙ୍କ ଦାଦାଗିରି: ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ

Advertisment
ଚିଲିକା ବିଧାୟକଙ୍କ ଦାଦାଗିରି: ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଚିଲିକା ବିଧାୟକଙ୍କ ଦାଦାଗିରିର ଦୃଶ୍ୟ । ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ବାଲୁଗାଁ ଏନଏସସିରେ ସରକାରୀ କାର୍ଯ୍ୟ ବେଳେ ଘଟିଛି ଏଭଳି ଘଟଣା । ବିଜେପି ପକ୍ଷରୁ କାର୍ଯ୍ୟକ୍ରମକୁ ବିରୋଧ ବେଳେ ମାଡ ମାରିଲେ ବିଧାୟକ । ଘଟଣା ବେଳେ ସୁଟିଂ କରୁଥିବା ସାମ୍ବାଦିକଙ୍କୁ ବି ଆକ୍ରମଣ ଅଭିଯୋଗ ହୋଇଛି । ତେବେ ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe