ମିଜୋରାମ ଜିତିବ ଏମଏନଏଫ୍ ? ୧୬ଟି ଆସନରେ ଆଗୁଆ, ବିଜେପି ସ୍ଥିତି ଶୋଚନୀୟ

Advertisment
ମିଜୋରାମ ଜିତିବ ଏମଏନଏଫ୍ ? ୧୬ଟି ଆସନରେ ଆଗୁଆ, ବିଜେପି ସ୍ଥିତି ଶୋଚନୀୟ

Source:thenortheasttoday.com

କନକ ବ୍ୟୁରୋ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଜାରି ରହିଛି ଭୋଟ୍ ଗଣନା । ୮୫୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ୧ଲକ୍ଷ ୭୪ହଜାର ୭୨୪ଟି ଇଭିଏମରେ ସିଲ ହୋଇ ରହିଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ମାସ ଥିବାରୁ ଏହି ନିର୍ବାଚନ ଫଳାଫଳ ରାଜନୈତିକ ଦଳ ଗୁଡିକ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଭୋଟ ଗଣତି ଆରମ୍ଭ ହେବା ପରେ କିଏ ଗଢିବ ସରକାର ଏବଂ କାହାକୁ ଯିବାକୁ ପଡିବ ବନବାସ ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଛି ।

publive-image

ତେବେ ନଭେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଛି। ୪୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ଭୋଟ୍ ଗଣତି ୧୩ଟି ଗଣନ କେନ୍ଦ୍ରର ୪୦ ଟି ହଲ୍ରେ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଆନୁସାରେ, କଂଗ୍ରେସ୧୧, ଏମଏନଏଫ୍୧୬, ବିଜେପ ୦ ଓ ଅନ୍ୟାନ୍ୟ ୧ଟି ଆସନରେ ଆଗୁଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe