କନକ ବ୍ୟୁରୋ : ଡାକ୍ତରଖାନାରେ ଭର୍ତି ହେଲେ ବଲିଉଡ ଅଭିନେତା ତଥା ରାଜନେତା ମିଥୁନ ଚକ୍ରର୍ବତୀ । ଛାତିରେ ଅସୁସ୍ଥତା ଅନୁଭବ କରିବା ପରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ପରିବାର ପକ୍ଷରୁ କୁହାଯାଇଛି ମିଥୁନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରୁଟିନ ଚେକଅପ ପାଇଁ ଆଡମିଟ କରାଯାଇଛି । ଶନିବାର ସକାଳେ ମିଥୁନ ଡାକ୍ତରଖାନାକୁ ଆସିଥିବା ସୂଚନା ରହିଛି ।
ଡାକ୍ତରଖାନାରେ ଭର୍ତି ହେଲେ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତୀ । ଛାତିରେ ଯନ୍ତ୍ରଣା ପରେ ଭର୍ତି ସୂଚନା
/kanak/media/post_attachments/wp-content/uploads/2024/02/29-7.jpg)