କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ଦିଲ୍ଲୀପ ଓମେନ୍। ପ୍ରତିଯୋଗିତାରେ କିପରି ସଫଳ ହେବେ ସେନେଇ ଦେଲେ ପ୍ରେରଣା

Advertisment
କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ଦିଲ୍ଲୀପ ଓମେନ୍। ପ୍ରତିଯୋଗିତାରେ କିପରି ସଫଳ ହେବେ ସେନେଇ ଦେଲେ ପ୍ରେରଣା

କନକ ବ୍ୟୁରୋ: ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ ଦିଲ୍ଲୀପ ଓମେନ । କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଂଟରରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀପ ଓମେନ । ଆଗାମୀ ଦିନରେ ଏସିଆନ କମନ ୱେଲ୍ଥ ଗେମ୍ସ ଏବଂ ଅଲମ୍ପିକ ହେବାର ଅଛି । ବିଶ୍ୱସ୍ତରୀୟ ଏହି ପ୍ରତିଯୋଗିତାରେ କିପରି ସଫଳ ହେବେ ସେନେଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଏଥିସହ ଛାତ୍ରଛାତ୍ରୀଙ୍କ ସହ ନିଜର ଅନୁଭୁତି ସେୟାର କରିଛନ୍ତି ଦିଲ୍ଲୀପ ଓମେନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe