କନକ ବ୍ୟୁରୋ: ନାଲକୋ ଦାମନଯୋଡିରେ ସଂପ୍ରସାରଣ କାମ ଚାଲିଥିବା ବେଳେ ଅଘଟଣ । ଲୁହା ରଡ୍ ଖସି ପଡ଼ିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ଝାଡଖଣ୍ଡର ହୋଇଥିବା ଜଣାପଡ଼ିଛି ।

Advertisment