ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଲୁଟ୍ : ବାଇକର ଲେଦର ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଲୁଟ୍ : ବାଇକର ଲେଦର ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ସମ୍ବଲପୁରରେ ଦିନ ଦ୍ୱିପ୍ରହରରେ ଲୁଟ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାରୁ ବ୍ୟବସାୟୀ ମହମ୍ମଦ ଜିସାନଙ୍କ ଠାରୁ ଦୁର୍ବୃତ୍ତ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ, ଜିସାନଙ୍କର ଏକ ଏସି ମରାମତି ଦୋକାନ ଅଛି ।

ମଙ୍ଗଳବାର ଦିନ ୧ଟା ସମୟରେ ସେ ବାଇକରେ ଦୋକାନକୁ ଆସିଥିଲେ । ଦୋକାନ ଆଗରେ ବାଇକ୍ ରଖି ଦୋକାନର ତାଲା ଖୋଲିବା ବେଳେ ହୋଇଥିଲା ଏହି ଲୁଟ୍ । ବାଇକ୍ ଲେଦର ଡିକିରେ ଏକ ବ୍ୟାଗରେ ଥିବା ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଜିସାନଙ୍କ କହିବା ଅନୁଯାୟୀ, ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe