ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଘର ଉପରକୁ ବୋମାମାଡ଼

Advertisment
ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଘର ଉପରକୁ ବୋମାମାଡ଼

କନକ ବ୍ୟୁରୋ: ବ୍ରହ୍ମପୁରରେ ବୋମାମାଡ଼ । ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଆଜି ଭୋର ୫ଟା ସମୟରେ ୪ରୁ ୫ଜଣ ଦୁର୍ବୃତ ବୋମାମାଡ଼ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe