ଆଇଓସିଏଲ ପାଇପ ଲାଇନରୁ ପୁଣି ତେଲ ଚୋରି ! ପାଇପ୍ କଣା କରି ତେଲ ଚୋରି କରି ନେଲେ ଦୁର୍ବୃତ

Advertisment
ଆଇଓସିଏଲ ପାଇପ ଲାଇନରୁ ପୁଣି ତେଲ ଚୋରି ! ପାଇପ୍ କଣା କରି ତେଲ ଚୋରି କରି ନେଲେ ଦୁର୍ବୃତ

କନକ ବ୍ୟୁରୋ : ପାଇପ୍ କାଟି ତେଲ ଚୋରି । ପାରାଦୀପ ଆଇଓସିଏଲ ପାଇପ୍ ଲାଇନ୍ କାଟି ତେଲ ନେଇ ଯାଇଛନ୍ତି ଦୁବୃର୍ତ । ନେହେରୁବଙ୍ଗଳା ରାସ୍ତାରୁ ଅଏଲ ଟର୍ମିନାଲକୁ ବିଛା ଯାଇଥିବା ପାଇପ୍ ଲାଇନ୍ କଣା କରି ତେଲ ଚୋରି କରିନେଇଥିବାର ଅଭିଯୋଗ ହୋଇଛି । ତେଲ ଲିକ୍ ହୋଇ ନଦୀରେ ମିଶିଛି । ଖବର ପାଇ ଘଟଣାସ୍ଥଳରେ ପହଁଚିଛନ୍ତି କମ୍ପାନୀ କର୍ତୁପକ୍ଷ । ପାଇପ୍ ଲାଇନର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । କିଏ ପାଇପ୍ ଲାଇନ୍ କାଟିଲା ତାହାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe