ମହାଦେବ ମନ୍ଦିର ଭାଙ୍ଗି ହୁଣ୍ଡି ଲୁଟିନେଲେ ଦୁର୍ବୃତ୍ତ । ଜଳେଶ୍ୱର ଥାନା ବାଗପୁଞ୍ଜି ଗାଁର ଘଟଣା ।

Advertisment
ମହାଦେବ ମନ୍ଦିର ଭାଙ୍ଗି ହୁଣ୍ଡି ଲୁଟିନେଲେ ଦୁର୍ବୃତ୍ତ । ଜଳେଶ୍ୱର ଥାନା ବାଗପୁଞ୍ଜି ଗାଁର ଘଟଣା ।

କନକ ବ୍ୟୁରୋ: ମନ୍ଦିର ତାଲାଭାଙ୍ଗି ସୁନା ଅଳଙ୍କାର ସହ ମନ୍ଦିର ହୁଣ୍ଡିରୁ ନଗଦ ଟଙ୍କା ଓ ଅସବାବପତ୍ର ଲୁଟିନେଲେ ଦୁର୍ବୃତ । ବାଲେଶ୍ୱର ଜିଳ୍ଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗାଁରେ ଥିବା ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଏଭଳି ଲୁଟ୍ ହୋଇଛି । ଏନେଇ ଜଳେଶ୍ୱର ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ଠାକୁରଙ୍କ ସୁନା ଅଳଙ୍କାର ଏବଂ ଆସବାବପତ୍ର ସହ ୨୦ କିଲୋ ଓଜନର ନାଗ ସାପ ଲୁଟି ନେଇଛନ୍ତି ଲୁଟେରା । ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe