କନକ ବ୍ୟୁରୋ: ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ । ପିସିସି ସଭାପତି ନିରଞ୍ଜନଙ୍କ ଗାଡି ଉପରକୁ ଆକ୍ରମଣ । ଆକ୍ରମଣ ବେଳେ ଗାଡିରେ ଥିଲେ ନିରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ଆକ୍ରମଣ ହୋଇଛି ।
ତେବେ ଆକ୍ରମଣ କରିବାକୁ ଗଲାବେଳେ ଦୁର୍ବୃତ୍ତଙ୍କୁ ଅଟକାଇଲେ ପିଏସଓ । ଆକ୍ରମଣ ଅଭିଯୋଗ ନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us