ବ୍ରହ୍ମପୁରରେ ବଡ ଧରଣର ଲୁଟ୍ : ବନ୍ଧୁକ ଦେଖାଇ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟିନେଲେ ଦୁର୍ବୃତ

ବ୍ରହ୍ମପୁରରେ ବଡ ଧରଣର ଲୁଟ୍ : ବନ୍ଧୁକ ଦେଖାଇ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟିନେଲେ ଦୁର୍ବୃତ

କନକ ବ୍ୟୁରୋ: ବ୍ରହ୍ମପୁରରେ ବଡ ଧରଣର ଲୁଟ୍ । ଗୋଷାଣୀ ନୂଆ ଗାଁ ଥାନା ଅନ୍ତର୍ଗତ ପିତାଦେବୀ ଖାଡଙ୍ଗା ଛାତ୍ରୀନିବାସ ସାମ୍ନାରେ ବଡ ଲୁଟ ଅଭିଯୋଗ । ବାଇକରେ ୪ ଜଣ ଦୁର୍ବୃତ ଆସି ଜଣେ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟି ନେଇ ଫେରାର ହୋଇଯାଇଛନ୍ତି ।

publive-image

ଘଟଣା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣା ସହରର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ବିଶେଷକରି ଗୋଷାଣୀନୂଆଗାଁ ଅଂଚଳରେ ବାରମ୍ବାର ଚୋରୀ, ଲୁଟତରାଜ ହେଉଥିବାରୁ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe