ମିର୍ଜାପୁର : ସ୍କୁଲ ମଧ୍ୟାହ୍ନ ଭୋଜନରେ ଲୁଣ ଏବଂ ରୁଟି ଖାଇବା ଘଟଣାରେ ନୂଆ ମୋଡ଼! ଭିଡିଓ ଉତ୍ତୋଳନ କରିଥିବା ପତ୍ରକାରଙ୍କ ବିରୋଧରେ ଏତଲା 

ମିର୍ଜାପୁର : ସ୍କୁଲ ମଧ୍ୟାହ୍ନ ଭୋଜନରେ ଲୁଣ ଏବଂ ରୁଟି ଖାଇବା ଘଟଣାରେ ନୂଆ ମୋଡ଼! ଭିଡିଓ ଉତ୍ତୋଳନ କରିଥିବା ପତ୍ରକାରଙ୍କ ବିରୋଧରେ ଏତଲା 

ଗତମାସରେ ମିର୍ଜାପୁର ଜିଲ୍ଲାର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସ୍କୁଲପିଲାଙ୍କୁ ଲୁଣ ଏବଂ ରୁଟି ପରଶିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହି ମାମଲାରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ପତ୍ରକାର (ଭିଡିଓ ଉତ୍ତୋଳନ କରିଥିବା)ଙ୍କ ବିପକ୍ଷରେ ମୋକଦ୍ଦମା ଦାଖଲ କରିଛନ୍ତି । ପୋଲିସ୍ ଏହି ମାମଲାରେ ପତ୍ରକାର ପୱନ୍ ଜାୟସବାଲଙ୍କ ନାଁରେ ଏଫଆଇଆର୍ ଦାଖଲ କରିଛନ୍ତି । ଏତଲାରେ ପତ୍ରକାର ଗ୍ରାମ ପ୍ରଧାନ ପ୍ରତିନିଧିଙ୍କ ସହ ମିଶି ଷଡଯନ୍ତ୍ର କରି ଲୁଣ-ରୁଟି ଖାଇବାର ଭିଡିଓ ଉତ୍ତୋଳନ କରିଥିଲେ । ଏହି ମାମଲାରେ ପୋଲିସ୍ ଅଧ୍ୟକ୍ଷକ ଅବଧେଶ୍ ପାଣ୍ଡେ ସିଡିଓ ଏବଂ ଅନ୍ୟ ଦ୍ୱାରା କରାଯାଇଥିବା ଜାଞ୍ଚ୍ ର ଆଧାରରେ ଏତଲା ଦାଖଲ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe