ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟିଦେଲା ଯୁବକ । ଏକତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା ।

Advertisment
ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟିଦେଲା ଯୁବକ । ଏକତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା ।

କନକ ବ୍ୟୁରୋ: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା । ବିଚ ରାସ୍ତାରେ ନାବାଳିକାର ଗଳା କାଟିଦେଲା ଯୁବକ । ଟ୍ୟୁସନ ସାରି ଫେରିବା ବେଳେ ଆକ୍ରମଣ କଲା ଯୁବକ । ଆକ୍ରମଣ ପରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି ।

publive-image

ତେବେ ଗତ କିଛି ଦିନ ହେବ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ । ବାରମ୍ବାର ନିବେଦନ କରିବା ପରେ ଝିଅକୁ ଘର ଲୋକେ ସତର୍କ କରାଇଥିବା ସୂଚନା ରହିଛି । ଆଉ ସହଦେବଖୁଣ୍ଟା ଥାନାରେ ବି ଝିଅର ବାପା ଅଭିଯୋଗ ସହ ସୁରକ୍ଷା ପାଇଁ କହିଥିଲେ । କିଛି ଦିନ ନିରବ ରହିବା ପରେ ଆଜି ଏମିତି ଅଭାବନୀୟକାଣ୍ଡ ଘଟାଇଛି ଯୁବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe