କନକ ବ୍ୟୁରୋ: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା । ବିଚ ରାସ୍ତାରେ ନାବାଳିକାର ଗଳା କାଟିଦେଲା ଯୁବକ । ଟ୍ୟୁସନ ସାରି ଫେରିବା ବେଳେ ଆକ୍ରମଣ କଲା ଯୁବକ । ଆକ୍ରମଣ ପରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି ।
ତେବେ ଗତ କିଛି ଦିନ ହେବ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ । ବାରମ୍ବାର ନିବେଦନ କରିବା ପରେ ଝିଅକୁ ଘର ଲୋକେ ସତର୍କ କରାଇଥିବା ସୂଚନା ରହିଛି । ଆଉ ସହଦେବଖୁଣ୍ଟା ଥାନାରେ ବି ଝିଅର ବାପା ଅଭିଯୋଗ ସହ ସୁରକ୍ଷା ପାଇଁ କହିଥିଲେ । କିଛି ଦିନ ନିରବ ରହିବା ପରେ ଆଜି ଏମିତି ଅଭାବନୀୟକାଣ୍ଡ ଘଟାଇଛି ଯୁବକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/33-1.jpg)
/kanak/media/post_attachments/wp-content/uploads/2021/02/33.jpg)