କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଗ୍ରାଉଣ୍ଡ ଜିରୋରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍ , କହିଲେ ବର୍ତ୍ତିବେନି ଚାଉଳ ଚୋର

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଗ୍ରାଉଣ୍ଡ ଜିରୋରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍ , କହିଲେ ବର୍ତ୍ତିବେନି ଚାଉଳ ଚୋର

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଗ୍ରାଉଣ୍ଡ ଜିରୋରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଚାଉଳ ଚୋରିକୁ ନେଇ ଅଧିକାରୀଙ୍କୁ ତାଗିଦ କରିବା ସହ ନିଜେ ସବୁ ଯାଞ୍ଚ କରିବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମଧ୍ୟାହ୍ନ ଭୋଜନ ଚାଉଳ କମ୍ ଦିଆଯାଉଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଗିଦ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ୨୪ବର୍ଷ ସରକାରରେ ଯାହା ଦୋଷତୃଟି ରହିଥିଲା ତାକୁ ସୁଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଏ ସରକାରରେ ସେମିତି ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସମୀକ୍ଷା ସମୟରେ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe