ୱାଏନାଡ ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ । ଫଶିଥିବା ଓଡିଆ ଡାକ୍ତର ଝାରସୁଗୁଡାର ସ୍ୱୀକୃତି ମହାପାତ୍ରଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

Advertisment
ୱାଏନାଡ ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ । ଫଶିଥିବା ଓଡିଆ ଡାକ୍ତର ଝାରସୁଗୁଡାର ସ୍ୱୀକୃତି ମହାପାତ୍ରଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

କନକ ବ୍ୟୁରୋ : କେରଳର ୱାୟନାଡ଼ ଠାରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୦୦ ଛୁଇଁଛି। ଯୋଗୁଁ ଆହତ ହୋଇ ଚିକିତ୍ସିତ ହେଉଥିବା ଡକ୍ଟର ଶ୍ରୀକୃତି ମହାପାତ୍ରଙ୍କ ପରିବାରକୁ ଗତକାଲି ଭେଟିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ପରିବାରକୁ ଆଶ୍ଵସନା ଦେବା ସହ ଝାରସୁଗୁଡ଼ା ର ଝିଅ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିବ ବୋଲି କହିଥିବା ବେଳେ ଏ ଦିଗରେ ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ କେରଳ ପଠାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe