ଛାତିରେ ଛନକା ଭରିଲେ ନବୀନ, ନାଲିବତୀ ପାଇଁ ନେତାଙ୍କ ଟେନସନ : ଦିଲ୍ଲୀରେ ଅଙ୍କକଷା, ଫଳକୁ ଅପେକ୍ଷା

39

କନକ ବ୍ୟୁରୋ : ବିଜେଡି ସରକାରରେ ମନ୍ତ୍ରୀଙ୍କ ମନରେ ଛନକା ପସିଛି । ଆଜି ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେନେଇ ସେ ଅନୁଧ୍ୟାନ କରୁଛନ୍ତି । ପଂଚାୟତ ନିର୍ବାଚନରେ ଆଶାନୁରୂପ ସଫଳତା ନମିଳିବା ପରେ ନବୀନଙ୍କ ପଦକ୍ଷେପ ନେଇ ମନ୍ତ୍ରୀମାନେ ଭୟଭୀତ ଅଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –