କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଆଜି ବିଭାଗ ବଣ୍ଟନ ହୋଇଛି । କ୍ୟାବିନେଟ ମନ୍ତ୍ରୀ ବ୍ୟତୀତ ରାଜ୍ୟ (ସ୍ୱତନ୍ତ୍ର ପ୍ରଭାର) ସହ ରାଜ୍ୟ ପାହ୍ୟା ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ ଦେଖିବା କାହାକୁ କେଉଁ ବିଭାଗ
ରାଜ୍ୟ (ସ୍ୱତନ୍ତ୍ର ପ୍ରଭାର)
ରାଓ ଇନ୍ଦ୍ରଜିତ୍ ସିଂ- ପରିସଂଖ୍ୟାନ, ଯୋଜନା କାର୍ଯ୍ୟକାରୀ
ଜିତେନ୍ଦ୍ର ସିଂ- ବିଜ୍ଞାନ ଏବଂ ପ୍ରଯ୍ୟୁକ୍ତି, ଭୂ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବ୍ୟକ୍ତିଗତ, ସାଧାରଣ ଅଭିଯୋଗ ଶୁଣାଣି, ପେନସନ୍, ଆଣବିକ ଶକ୍ତି ଏବଂ ମହାକାଶ
ଅର୍ଜୁନ ରାମ ମେଘୱାଲ - ଆଇନ ଓ ନ୍ୟାୟ, ସଂସଦୀୟ ବ୍ୟାପାର
ଯାଦବ ପ୍ରତାପରାଓ ଗଣପତରାଓ - ଆୟୁସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଜୟନ୍ତ ଚୌଧୁରୀ – ସ୍କିଲ ଡେଭଲପମେଣ୍ଟ, ଉଦ୍ୟୋଗୀ, ଶିକ୍ଷା
ମୋଦୀ କ୍ୟାବିନେଟରେ ବିଭାଗ ବଣ୍ଟନ । ଜାଣନ୍ତୁ କେଉଁମାନଙ୍କ ମିଳିଲା କେଉଁ ବିଭାଗ
/kanak/media/post_attachments/wp-content/uploads/2024/06/0s52b4t8_modi-and-council-of-ministers-afp-may-2019_650x400_31_May_19.jpg)