ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଗାନ୍ଧୀ ଛକ ଫାଣ୍ଡିରେ ଗୋପାଳ ଦାସ।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଗାନ୍ଧୀ ଛକ ଫାଣ୍ଡିରେ ଗୋପାଳ ଦାସ।

କନକ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡ ମାମଲାରେ ଗାନ୍ଧୀ ଛକ ଫାଣ୍ଡିରେ ଗୋପାଳ ଦାସ । କ୍ରାଇମବ୍ରାଞ୍ଚର ଟିମ ଗୋପାଳକୁ ଫାଣ୍ଡିକୁ ଆଣିଛନ୍ତି । ଅଧିକ ତଦନ୍ତ ପାଇଁ ତାକୁ ଫାଣ୍ଡିକୁ ଅଣାଯାଇଛି । ଦିନକୁ ଦିନ କ୍ରାଇମବ୍ରାଞ୍ଚର ଟିମ୍ ଘଟଣା ଉପରୁ ପରଦା ହଟାଇବା ପାଇଁ ଉଦ୍ୟମ ଜାରିରଖିଛି । ବିଭିନ୍ନ ସ୍ଥାନରେ ତଥ୍ୟ ହାସଲ ପାଇଁ ଗୋପାଳକୁ ନେଇଛି କ୍ରାଇମବ୍ରାଞ୍ଚର ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe