କନକବ୍ୟୁରୋ: ଖଣି ଉପରେ ରୟାଲଟି ଆଦାୟ ମାମଲାରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ୧୯୮୯ ରାୟକୁ ପ୍ରତ୍ୟାହାର କରି ରାଜ୍ୟମାନଙ୍କୁ ଅଧିକ ଟାକ୍ସ ଆଦାୟ ପାଇଁ ଅନୁମତି ପ୍ରଦାନ କରିଛନ୍ତି।  ଖଣି ଜମି ଉପରେ ରୟାଲଟି ଆଦାୟ କରିବା ରାଜ୍ୟ ସରକାରଙ୍କ ଅଧିକାର ବୋଲି କହିଛନ୍ତି ଖଣ୍ଡପୀ।   ଜଣିଆ ଖଣ୍ଡପୀଠରୁ ୮ ବିଚାରପତି ଏହାକୁ ସମର୍ଥନ ଜଣାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ରୟାଲଟି ଟାକ୍ସ ସମାନ ନୁହେଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁ  ଲାଭରେ ରହିବେ ଓଡ଼ିଶା ସମେତ ୬ ଖଣିଜସମ୍ପଦପୂର୍ଣ୍ଣ ରାଜ୍ୟ।