କନକ ବ୍ୟୁରୋ: ଗୁରୁବାର ମେ ୨୫ ତାରିଖରେ ଆୟୋଜିତ ହୋଇଥିଲା ଦାଦା ସାହେବ ଫାଲକେ ଆଇକନ୍ ଆୱାର୍ଡ ଫିଲମ୍ସର ପୁରସ୍କାର ପ୍ରଦାନ ସମାରୋହ । ଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଚତୁର୍ଥ ନାରୀ ଶକ୍ତି ଆଚିଭର ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଥିଲା । ଓଡ଼ିଶାର ଡକ୍ଟର ମିନତୀ ବେହେରାଙ୍କୁ ଶ୍ରେଷ୍ଠ ଆଇକନ ନାରୀ ଓଡ଼ିଶା ୨୦୨୩ ସମ୍ମାନ ପ୍ରଦାନ କରାଯାଇଛି ।
ଜାତୀୟ ନାରୀ ଶକ୍ତି ଆଚିଭର୍ସ ସମ୍ମାନ ପାଇଲେ ଓଡିଶାର ମିନତୀ ବେହେରା ।
/kanak/media/post_attachments/wp-content/uploads/2023/05/nari-shakti.jpg)