ଆଜିର ବିଜନେସ୍ ଲିଡର ଦିନେ ଜଣେ ସଫଳ ଗ୍ଲୋବଲ୍ କର୍ପୋରେଟ ଥିଲେ । ତେବେ ସଫଳତାର ସିଡି ଚଢୁଥିବା ସମୟରେ ନିଜର କ୍ୟାରିୟର ଛାଡି ସେ ଓଡିଶା ଭଳି ଏକ ରାଜ୍ୟରେ ଡାଏରୀ ସେଟ ଅପ ଆରମ୍ଭ କରିବାକୁ ଦୁଃସାହାସ କଲେ । ଆଉ ସେଥିରେ ସଫଳ ବି ହେଲେ । ତାଙ୍କ ମିଲ୍କି ମୁ ବ୍ରାଣ୍ଡ କେବଳ ଓଡିଶାରେ ନୁହେଁ ଭାରତର ଅନ୍ୟ ରାଜ୍ୟରେ ଲୋକପ୍ରିୟ ହୋଇ ପାରିଛି । ମିଲ୍କି୍ ମୁ ର ଫାଉଣ୍ଡର ଶ୍ରୀକୁମାର ମିଶ୍ରଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ : -
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us