କ୍ଷୀରରେ ଭାସିଲା ଦାଣ୍ଡ,ବାଲଟି ବାଲଟି କ୍ଷୀର ଢାଳିଲେ ଚାଷୀ

କ୍ଷୀରରେ ଭାସିଲା ଦାଣ୍ଡ,ବାଲଟି ବାଲଟି  କ୍ଷୀର ଢାଳିଲେ ଚାଷୀ

ସରକାରଙ୍କ ଚାଷୀ ମାରଣ ନୀତି ପ୍ରତିବାଦରେ ପୁରୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ କ୍ଷୀର ଢାଳିଲେ ଦୁଗ୍ଧ ଚାଷୀ । ରାଜ୍ୟ ଦୁଗ୍ଧ ଚାଷୀଙ୍କ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ଦୁଗ୍ଧ ଉତ୍ପାଦନ ସଂଗ୍ରାମ ସମିତି ପକ୍ଷରୁ ଓମଫେଡ୍ ର ଟାଳଟୁଳ ନୀତିକୁ ବିରୋଧ କରି ରାସ୍ତା ଉପରେ ଚାଷୀ କ୍ଷୀର ଢାଳିଛନ୍ତି ଏହା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଦୁଗ୍ଧ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe