ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡର ଚାଷୀ ଅନନ୍ତ ମାଝୀଙ୍କ ସଂଘର୍ଷର କାହାଣୀ । ନିଜ ପରିଶ୍ରମରେ ସକ୍ଷମ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡର ଚାଷୀ ଅନନ୍ତ ମାଝୀଙ୍କ ସଂଘର୍ଷର କାହାଣୀ । ନିଜ ପରିଶ୍ରମରେ ସକ୍ଷମ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଶ୍ରମିକରୁ ସଫଳ ଚାଷୀ । ଜଣେ ଗରିବ ଚାଷୀଙ୍କ ସଂଘର୍ଷର କାହାଣୀ । ପ୍ରବାସୀ ଶ୍ରମିକରୁ ସଫଳ ଚାଷୀ ପାଲଟିଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡ ଗାଁ ର ଅନନ୍ତ ମାଝୀ । ଦିନଥିଲା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଲେ କିଛି କରିବାର ପ୍ରୟାସ ଆଜି ତାଙ୍କୁ ଜଣେ ସଫଳ ଚାଷୀ କରି ଗଢିତୋଳିଛି । ଦିନଥିଲା ଅନ୍ୟ ପାଖରେ କାମ କରୁଥିବା ଅନନ୍ତ ଏବେ ଅନ୍ୟ ଲୋକଙ୍କୁ ନିଜ ପାଖରେ ଚାକିରି ଦେଇ ବାର୍ଷିକ ୮ରୁ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe