କନକ ବ୍ୟୁରୋ; ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ମେଟ୍ରୋ କାମ । ଭୁବନେଶ୍ୱରରେ ମେଟ୍ରୋ କାମ ନେଇ ଏହି ବଡ ଖବର ସାମ୍ନାକୁ ଆସିଛି । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ପରାମର୍ଶ ନିଆଯାଇଛି । ପରାମର୍ଶ ଆଧାରରେ ପ୍ରସ୍ତୁତ ହେଉଛି ଡିପିଆର । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସୂଚନା ଦେଇଛନ୍ତି ।
ରାଜଧାନୀରେ ମେଟ୍ରୋ ସେବା, ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ କାମ
/kanak/media/post_attachments/wp-content/uploads/2023/05/Collage-Maker-26-May-2023-12-57-PM-6570.jpg)