କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଭୋଗରାଇ ଶଙ୍ଖାରି ଠାରେ ମନ୍ମଥ-ମନୋଜ ସ୍ମୃତିପୀଠ ଉଦଘାଟିତ ହୋଇଛି । ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମିତ ଏହି ସ୍ମାରକୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଐତିହାସିକ ଡ. ମନ୍ମଥ ନାଥ ଦାସ ଏବଂ ଖାତିସମ୍ପନ୍ନ କଥାକାର ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ସ୍ମତିରେ ଏହି ସ୍ମାରକୀ କରାଯାଇଛି । ଅଳ୍ପ ସମୟ ମଧ୍ୟରେ ୧୬ କୋଟି ଟଙ୍କାର ଏହି ସ୍ମାରକୀ ହୋଇଥିବାରୁ ସରକାରଙ୍କୁ ପରିବାର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।
ମନ୍ମଥ-ମନୋଜ ସ୍ମୃତିପୀଠ ଉଦଘାଟିତ । ସ୍ମାରକୀକୁ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ।
/kanak/media/post_attachments/wp-content/uploads/2024/02/111-d.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)