କନକ ବ୍ୟୁରୋ: ବିଜେପି କର୍ମୀ କରୁଛନ୍ତି ହିଂସା । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହିତ କାମରେ ବାଧା ଦେଇଛନ୍ତି ବିଜେପି ନେତା । ଏପରି ଅଭିଯୋଗ କରିଛି ବିଜେଡି । ଏ ନେଇ ବିଜେଡିର ଏକ ପ୍ରତିନିଧି ନିର୍ବାଚନ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିସହ ବିଜେପିର ତିନି ନେତାଙ୍କୁ ନିର୍ବାଚନ ପ୍ରଚାରରୁ ବାଦ୍ ଦେବାକୁ ଦାବି କରିଛନ୍ତି ।
ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ଷିଲା ବିଜେଡି। ନିର୍ବାଚନ ଅଧିକାରୀଙ୍କୁ ଭେଟି ୪ ନେତାଙ୍କୁ ନିର୍ବାଚନରୁ ବାଦ ଦେବାକୁ ଦାବି।
/kanak/media/post_attachments/wp-content/uploads/2022/11/vlcsnap-2022-11-29-17h15m24s946.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)