କନକ ବ୍ୟୁରୋ : ଅସୁସ୍ଥ ଅଛନ୍ତି ପ୍ରସିଦ୍ଧ ଲେଖକ ମନୋଜ ଦାସ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ଅନୁସନ୍ଧାନ କରିବା ପାଇଁ ପଣ୍ଡିଚେରୀ ଗଲେ ରାଜ୍ୟ ସରକାରଙ୍କ ଏକ ଟିମ୍ । ଡାକ୍ତର ବିରଂଜି ନାରାୟଣ ମହାପାତ୍ର ପଣ୍ଡିଚେରୀରେ ପହଂଚି ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।
ଏହା ସହ ସେଠାକାର ଡ଼ାକ୍ତରୀ ଟିମ୍ ସହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଆଲୋଚନା କରିଛନ୍ତି । ଏନେଇ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବା ଯୋଗୁଁ ସେ ଗତ ପ୍ରାୟ ୩ ମାସ ହେବ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/25-12.jpg)