କନକ ବ୍ୟୁରୋ : ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ମାଂସଦୋକାନୀ । ମାଂସ ବ୍ୟବସାୟୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଥିଲେ ।
ସରକାର ସବୁ ବର୍ଗଙ୍କୁ ନଜରରେ ରଖି କାମ କରୁଛନ୍ତି । ଏବଂ ଜାତି, ଧର୍ମ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଏହି ବୈଠକରେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବେଆଇନ କଂସେଇଖାନା ଉପରେ କଟକଣା ଜାରି ରହିବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-31-08h08m32s228.png)