ନବୀନ ରାଇଜରେ ମୋଦି ବିଜୁଳି : ମୟୁରଭଞ୍ଜ ଜିଲ୍ଲାର ୩ଟି ଗାଁକୁ ବିଜୁଳି ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ

ମୋଦିଙ୍କ କଟାକ୍ଷ

ମୟୁରଭଞ୍ଜ : ନବୀନ ଶୁଣିଲେନି ମୋଦି ଶୁଣିଲେ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ବିଜୁଳି ଆଲୁଅ ଦେଖିନଥିବା ମୟୁରଭଞ୍ଜ ଆମ୍ବଗଡିଆ ପଂଚାୟତବାସୀଙ୍କ ଗୁହାରି ଶୁଣିଛନ୍ତି ପ୍ରଧାନମନ୍ତ୍ରୀ । ଗାଁ ଲୋକଙ୍କ ଚିଠିର ଉତର ରଖିବା ସହ ନବୀନ ସରକାରଙ୍କୁ ତୁରନ୍ତ ବିଜୁଳି ଯୋଗାଇ ଦେବାକୁ କହିଛନ୍ତି । ଫଳରେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଅନ୍ଧାରରେ ଦିନ କାଟୁଥିବା ତିନିଟି ଗାଁ ଲୋକଙ୍କ ପାଇଁ ଆଶାର କିରଣ ସଂଚାର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe