ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ପ୍ରତିବାଦରେ ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ।

195

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜ ସେନା । ଆସନ୍ତା ୧୦ ତାରିଖରେ ସାରା ଜିଲ୍ଲାରେ ବନ୍ଦ ପାଳନ କରିବାକୁ ମୟୂରଭଞ୍ଜର ଯୁବ ସଂଗଠନ ଭଞ୍ଜ ସେନା ଆହ୍ୱାନ କରିଛି । ଗତ ଦୁଇ ଦୁଇ ସପ୍ତାହ ହେଲା ଶିମିଳିପାଳ ଜଳୁଛି, ଯାହାକୁ ଲିଭାଇବାକୁ ପ୍ରଶାସନ ସେତେଟା ତତ୍ପରତା ପ୍ରକାଶ କରୁନି ବୋଲି ଅଭିଯୋଗ କରି ଭଞ୍ଜସେନା ଏହି ବନ୍ଦ ଡାକରା ଦେଇଛି ।