କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜ ସେନା । ଆସନ୍ତା ୧୦ ତାରିଖରେ ସାରା ଜିଲ୍ଲାରେ ବନ୍ଦ ପାଳନ କରିବାକୁ ମୟୂରଭଞ୍ଜର ଯୁବ ସଂଗଠନ ଭଞ୍ଜ ସେନା ଆହ୍ୱାନ କରିଛି । ଗତ ଦୁଇ ଦୁଇ ସପ୍ତାହ ହେଲା ଶିମିଳିପାଳ ଜଳୁଛି, ଯାହାକୁ ଲିଭାଇବାକୁ ପ୍ରଶାସନ ସେତେଟା ତତ୍ପରତା ପ୍ରକାଶ କରୁନି ବୋଲି ଅଭିଯୋଗ କରି ଭଞ୍ଜସେନା ଏହି ବନ୍ଦ ଡାକରା ଦେଇଛି ।
#BREAKING
ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଜିଲ୍ଲାର ଅଗ୍ରଣୀ ଯୁବ ସଂଗଠନ ଭଞ୍ଜସେନା । ୧୦ ତାରିଖରେ ବନ୍ଦ ପାଳିବାକୁ ଭଞ୍ଜସେନାର ଡାକରା । #SaveSimilipal#Mayurbhanj#KanakNewspic.twitter.com/ZbnHAJv2rZ— Kanak News (@kanak_news) March 8, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/sambalpur-1024x768.jpg)