ଲୋକସଭା ନିର୍ବାଚନ ୨୦୧୯ ପ୍ରଚାର ସମୟରେ ଲଗାତାର କଂଗ୍ରେସ ଉପରେ ଆକ୍ରମଣ କରୁଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କାଲି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି । ସେ ସୋନିଆଙ୍କ ବ୍ୟତିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଭେଟିପାରନ୍ତି । ୨୩ ମଇ ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ମାୟାବତୀ ମଧ୍ୟ ଅଣବିଜେପି ସରକାରଙ୍କୁ ଜୋର ଦେବାରେ ସୋନିଆ ଏବଂ ରାହୁଲଙ୍କ ସାକ୍ଷାତ କରିବେ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ କାଲି ସାକ୍ଷାତ କରିପାରନ୍ତି ମାୟାବତୀ ! ଅଣବିଜେପି ଦଳର ସରକାର କରିବା ପାଇଁ ହୋଇପାରେ ଚର୍ଚ୍ଚା ।
/kanak/media/post_attachments/wp-content/uploads/2019/05/777686-mayawati-970.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)