ସଂକ୍ରମଣ ବଢୁଛି ନମୁନା ପରୀକ୍ଷା ବି ବଢୁଛି : ଦେଶରେ ୨୪ ଘଂଟାରେ ସର୍ବାଧିକ ୪ ଲକ୍ଷ ୪୨ ହଜାର ୩୧ ଟେଷ୍ଟିଂ; ସରକାରୀ ଲ୍ୟାବରେ କେବଳ ୩ ଲକ୍ଷ ୬୨ ହଜାରରୁ ଅଧିକ ପରୀକ୍ଷା

Advertisment
ସଂକ୍ରମଣ ବଢୁଛି ନମୁନା ପରୀକ୍ଷା ବି ବଢୁଛି : ଦେଶରେ ୨୪ ଘଂଟାରେ ସର୍ବାଧିକ ୪ ଲକ୍ଷ ୪୨ ହଜାର ୩୧ ଟେଷ୍ଟିଂ; ସରକାରୀ ଲ୍ୟାବରେ କେବଳ ୩ ଲକ୍ଷ ୬୨ ହଜାରରୁ ଅଧିକ ପରୀକ୍ଷା

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଟେଷ୍ଟିଂ ମଧ୍ୟ ବଢାଇ ଦିଆଯାଇଛି । ଦେଶରେ ଗତ ୨୪ଘଂଟାରେ ରେକର୍ଡ ସ୍ତରୀୟ ୪ଲକ୍ଷ ୪୨ହଜାର ୩୧ଟି ଟେଷ୍ଟିଂ ହୋଇଛି । ସରକାରୀ ଲ୍ୟାବରେ ୨୪ଘଂଟାରେ ସର୍ବାଧିକ ୩ଲକ୍ଷ ୬୨ହଜାର ୧୫୩ଟି ଏବଂ ଘରୋଇ ଲ୍ୟାବରେ ୭୯ହଜାର ୮୭୮ଟି ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୫ଜୁଲାଇ ସୁଦ୍ଧା ସାରା ଦେଶରେ ୧କୋଟି ୬୨ଲକ୍ଷ ୯୧ହଜାର ୩୩୧ଟି ଟେଷ୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe