ଆଜି ସରୁଛି ମାଟ୍ରିକ ପରୀକ୍ଷା : ଶେଷ ଦିନରେ ଇତିହାସ ଓ ଭୂଗୋଳରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

Advertisment
ଆଜି ସରୁଛି ମାଟ୍ରିକ ପରୀକ୍ଷା : ଶେଷ ଦିନରେ ଇତିହାସ ଓ ଭୂଗୋଳରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

କନକ ବ୍ୟୁରୋ : ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଇତିହାସ ଓ ଭୁଗୋଳ ପରୀକ୍ଷା ରହିଛି । ଫେବୁଆରୀ ୨୮ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମୋଟ ୬ଲକ୍ଷ ୮ହଜାର ୬୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ପାଇଁ ସାରା ରାଜ୍ୟରେ ୨ହଜାର ୯୩୮ଟି ପରୀକ୍ଷା କେନ୍ଦ୍ର ଓ ୨୯୫ଟି ନୋଡାଲ ସେଂଟର କରାଯାଇଛି । ଆସନ୍ତା ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe