କନକ ବ୍ୟୁରୋ : ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଇତିହାସ ଓ ଭୁଗୋଳ ପରୀକ୍ଷା ରହିଛି । ଫେବୁଆରୀ ୨୮ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମୋଟ ୬ଲକ୍ଷ ୮ହଜାର ୬୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ପାଇଁ ସାରା ରାଜ୍ୟରେ ୨ହଜାର ୯୩୮ଟି ପରୀକ୍ଷା କେନ୍ଦ୍ର ଓ ୨୯୫ଟି ନୋଡାଲ ସେଂଟର କରାଯାଇଛି । ଆସନ୍ତା ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-09h42m20s591.png)