ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ବୋର୍ଡର ବ୍ୟାପକ ବ୍ୟବସ୍ଥା, ଏଆଇ କ୍ୟାମେରା ନଜରରେ ରହିଲା ପରୀକ୍ଷା କେନ୍ଦ୍ର

ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ବୋର୍ଡର ବ୍ୟାପକ ବ୍ୟବସ୍ଥା, ଏଆଇ କ୍ୟାମେରା ନଜରରେ ରହିଲା ପରୀକ୍ଷା କେନ୍ଦ୍ର

କନକ ବ୍ୟୁରୋ : ସରିଲା ପ୍ରଥମ ଦିନ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ଟା ବେଳେ ଶେଷ ହୋଇଛି । ଛାତ୍ର ଜୀବନରେ ମାଟ୍ରିକ ପରୀକ୍ଷାର ବିଶେଷ ଗୁରୁତ୍ୱ ରହିଥାଏ । କାରଣ ମାଟ୍ରିକ ପରୀକ୍ଷା ଫଳାଫଳକୁ ଜୀବନର ଟର୍ଣ୍ଣିଂ ପଏଂଟ ଭାବେ ଗଣନା କରାଯାଏ । ଆଉ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଇଛନ୍ତି । ନିୟମ ଅନୁସାରେ ପରୀକ୍ଷା ଆରମ୍ଭ ହେବାର ଦେଢ଼ ଘଂଟା ପୂର୍ବରୁ ହଲକୁ ପ୍ରବେଶ କରିବା ଆରମ୍ଭ କରିଥିଲେ ପରିକ୍ଷାର୍ଥୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe