ଭୁବନେଶ୍ୱର ସାଇ ଆନନ୍ଦ କମ୍ପେ୍ଲକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କାର୍ଯ୍ୟାଳୟ । ବହୁ ଦାମୀ ସାମଗ୍ରୀ ଜଳି ପାଉଁଶ ।

Advertisment
ଭୁବନେଶ୍ୱର ସାଇ ଆନନ୍ଦ କମ୍ପେ୍ଲକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କାର୍ଯ୍ୟାଳୟ । ବହୁ ଦାମୀ ସାମଗ୍ରୀ ଜଳି ପାଉଁଶ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଇ ଆନନ୍ଦ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କାର୍ଯ୍ୟାଳୟ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ତଳୁ ଲିଭାଇବା ପାଇଁ ୨ଟି ଦମକଳବାହିନୀ ନିୟୋଜିତ ହୋଇଥିଲେ । କପବୋର୍ଡ ଓ ଇଂଟରୀୟର ଯୋଗୁଁ ଅନେକ ସମୟ ଥରି ନିଆଁ ଲାଗି ରହିଥିଲା । ବିଦ୍ୟୁତ ସଂଯୋ ନକଟିବାରୁ ନିଆଁ ଆୟତ କରିବା ସମ୍ଭବ ହୋଇନଥିଲା । ବହୁ ଦାମୀ ଜିନିଷ ଅଗ୍ନିକାଣ୍ଡ ଜଳି ନଷ୍ଟ ହୋଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe