ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା: ତେଲକୋଇ ବ୍ଲକର ୧୯ ସରପଞ୍ଚ ଦେଲେ ଇସ୍ତଫା

Advertisment
ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା: ତେଲକୋଇ ବ୍ଲକର ୧୯ ସରପଞ୍ଚ ଦେଲେ ଇସ୍ତଫା

କନକ ବ୍ୟୁରୋ: ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା । ତେଲକୋଇ ବ୍ଲକର ୧୯ଜଣ ସରପଂଚ ସାମୁହିକ ଇସ୍ତଫା ଦେଇଛନ୍ତି । ପଂଚାୟତ ସ୍ତରରେ ଉନ୍ନୟନ ମୂଳକ କାମରେ ସେମାନଙ୍କର କତୃତ୍ୱ ରହୁନଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ଅର୍ପଣ ରଥ ପାଇଁ ସରକାର ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ସେଥିରେ ଅନିୟମିତତା ହେଉଥିବା ସରପଂଚ ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ବିଭିନ୍ନ କ୍ଷେତ୍ରରେ ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ସାମୁହିକ ଇସ୍ତଫା ଦେଇଛନ୍ତି ସରପଂଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe