କନକ ବ୍ୟୁରୋ: ସହିଦ ଯବାନଙ୍କ ଶେଷକୃତ୍ୟ । କେନ୍ଦାପଡା ଜିଲ୍ଲା ଗରଦପୁର ବ୍ଳକ ଓଡପଡ଼ା ଗାଁର ଯବାନ ସନାତନ ପ୍ରଧାନଙ୍କ ନିଜ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମଣିପୁରରେ ସିଆରପିଏଫ ଯବାନଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କର ପାର୍ଥିବ ଶରୀର ଗାଁରେ ପହଞ୍ଚିିବା ପରେ ତିକନନପୁର ପଞ୍ଚାୟତ ପରିକ୍ରମା କରାଯାଇଥିଲା । ଗରଦପୁର ବ୍ଳକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ ଏଥିରେ ସାମିଲ ହୋଇଥିଲେ ।
ସହିଦ ଯବାନ ସନାତନ ପ୍ରଧାନଙ୍କ ଶେଷକୃତ୍ୟ । ମଣିପୁରରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରୁଥିବା ବେଳେ ହୋଇଥିଲା ହୃଦଘାତ ।
/kanak/media/post_attachments/wp-content/uploads/2024/02/martyr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)