ସେକେଣ୍ଡ୍ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ଓଲିଉଡର ସୁପରଷ୍ଟାର୍ ଅରିନ୍ଦମ୍ ରୟ । ରିଲ୍ ଲାଇଫରେ ଅନେକ ନାୟିକାଙ୍କ ମନ ଚୋରୀ କରିଥିବା ଅରିନ୍ଦମ୍ ଏବେ ରିୟଲ୍ ଲାଇଫରେ କରିବେ ବିବାହ । ଆସନ୍ତା ଡିସେମ୍ବର ୪ରେ ବିବାହ ଓ ୭ରେ ରିସେପସନ୍ ହେବା ନେଇ ସୂଚନା ମିଳିଛି । ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀଙ୍କୁ ନିଜ ଜୀବନସାଥୀ କରିବେ ଏହି ହାଣ୍ଡସମ୍ ହଙ୍କ୍ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us