ସେକେଣ୍ଡ୍ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ଓଲିଉଡର ସୁପରଷ୍ଟାର୍ ଅରିନ୍ଦମ୍ ରୟ । ରିଲ୍ ଲାଇଫରେ ଅନେକ ନାୟିକାଙ୍କ ମନ ଚୋରୀ କରିଥିବା ଅରିନ୍ଦମ୍ ଏବେ ରିୟଲ୍ ଲାଇଫରେ କରିବେ ବିବାହ । ଆସନ୍ତା ଡିସେମ୍ବର ୪ରେ ବିବାହ ଓ ୭ରେ ରିସେପସନ୍ ହେବା ନେଇ ସୂଚନା ମିଳିଛି । ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀଙ୍କୁ ନିଜ ଜୀବନସାଥୀ କରିବେ ଏହି ହାଣ୍ଡସମ୍ ହଙ୍କ୍ ।
ବ୍ୟାଚଲର୍ ଲାଇଫକୁ ଅଲବିଦା କରିବେ ଅରିନ୍ଦମ୍ ! ଡିସେମ୍ବର ୪ରେ ବାହାଘର
/kanak/media/post_attachments/wp-content/uploads/2016/11/ARINDAM_00102.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)