କନକ ବ୍ୟୁରୋ : ପୁଣି ଲାଲବାହିନୀର ହମଲା । ମାଓବାଦୀଙ୍କ ଆକ୍ରମଣରେ ୨୬ଜଣ ଯବାନ ସହୀଦ ହୋଇଥିବା ସୂଚନା ମିଳିଛି । ସୁକୁମା ଜିଲ୍ଳା ବୁରୁକାପାଲରେ ମାଓବାଦୀମାନେ ଏହି ଆକ୍ରମଣ କରିଛନ୍ତି ।
ସିଆରପିଏଫ ୭୪ବାଟାଲିୟନର ଯବାନମାନେ ରୋଡ ଓପେନିଙ୍ଗ ପୋଗ୍ରାମ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏହି କାଣ୍ଡ ଭିଆଇ ଛନ୍ତି ମାଓବାଦୀ । ସୂଚନା ଅନୁଯାୟୀ ଯବାନଙ୍କ ଉପରକୁ ହଠାତ ଗୁଳିମାଡ କରିଥିିଲେ ଲୁଚି ରହିଥିବା ମାଓବାଦୀ । ଏବଂ ଯବାନମାନଙ୍କଠାରୁ ବନ୍ଧୁକ ଓ ଗୁଳିଗୋଳ ଛଡାଇ ନେଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ରାୟପୁର କ୍ରିଷ୍ଣାମିଶନ ହସ୍ପିଟାଲକୁ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Sukumar-Encounter-.jpg)