୧୩ ତାରିଖ ଏନକାଉଁଣ୍ଟର ପ୍ରତିବାଦରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା ପ୍ରଭାବହୀନ: ବସ ଓ ଯାନବାହନ ଚଳାଚଳ ସ୍ୱାଭାବିକ, ଦୋକାନବଜାର ଖୋଲା

Advertisment
୧୩ ତାରିଖ ଏନକାଉଁଣ୍ଟର ପ୍ରତିବାଦରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା ପ୍ରଭାବହୀନ: ବସ  ଓ ଯାନବାହନ ଚଳାଚଳ ସ୍ୱାଭାବିକ, ଦୋକାନବଜାର ଖୋଲା

କନକ ବ୍ୟୁରୋ: ଆଜି ମାଓବାଦୀଙ୍କ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ଗତ ୧୩ ତାରିଖରେ ସ୍ୱାଭିମାନ ଅଂଚଳର ସିଙ୍ଗରାମରେ ଘଟିଥିବା ଏନକାଂଉଟରକୁ ମିଥ୍ୟା ଦର୍ଶାଇ ଏହି ବନ୍ଦ ଡାକରା ଦେଇଛି ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି । ମାଓବାଦୀଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି, ଘରୁ ଡାକି ନେଇ ମାଲେଶ ଓ ଶାନ୍ତାମାକୁ ହତ୍ୟା କରାଯାଇଛି । ଏହାସହ ଜଣେ ନିରୀହ ଶିଶୁକନ୍ୟାକୁ ମଧ୍ୟ ହତ୍ୟା କରାଯାଇଛି । ତେବେ ବନ୍ଦର କୌଣସି ପ୍ରଭାବ ପଡିନାହିଁ । ବନ୍ଦ ଡାକାରା ଯୋଗୁଁ ସରକାରୀ ବସ ଚଳାଚଳ , ବେସରାକରୀ ବସ, ଯାନବାହାନ ଓ ଦୋକାନବଜାର ସ୍ୱାଭାବିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe