କନକ ବ୍ୟୁରୋ: ଛତିଶଗଡ଼ରେ ପୁଣି ଲାଲ ବାହିନୀର ଲଙ୍କାକାଣ୍ଡ । ନାରାୟଣପୁର ଜିଲ୍ଲାରେ ୪ଟି ଟ୍ରକ ଜାଳିଦେଇଛନ୍ତି ମାଓବାଦୀ । ଆମଦେଇ ଲୁହା ପଥର ଖଣିକୁ ବିରୋଧ କରି ଲୁହା ପଥର ବୋଝେଇ ଟ୍ରକରେ ନିଆଁ ଲଗାଇଛନ୍ତି ନକ୍ସଲ । ଛୋଟେଡଙ୍ଗର ଥାନାରୁ ମାତ୍ର କିଛି ମିଟର ଦୂରରେ ଘଟିଛି ଏଭଳି କାଣ୍ଡ ।
ଛତିଶଗଡରେ ପୁଣି ଲାଲ ବାହିନୀର ଆତଙ୍କ । ୪ ଟ୍ରକରେ ଲଗାଇଦେଲେ ନିଆଁ ।
/kanak/media/post_attachments/wp-content/uploads/2024/03/tr-.jpg)