କନକ ବ୍ୟୁରୋ: ନିଜ ଜାଲରେ ନିଜେ ଫସିଲେ ମାଓବାଦୀ । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ବିଛାଉଥିଲେ ଲ୍ୟାଣ୍ଡମାଇନ୍ । ଖଂଜୁଥିବା ବେଳେ ଘଟିଲା ବିସ୍ଫୋରଣ । ବିସ୍ଫୋରଣରେ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ସୁକୁମା ଜିଲ୍ଲା ମାର୍କାଗୁଡ଼ା ରାସ୍ତାରେ ବୋମା ଖଂଜୁଥିଲେ । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ଏଭଳି କରୁଥିବା ସୂଚନା ମିଳିଛି ।
ନିଜ ଜାଲରେ ନିଜେ ଫସିଲେ ମାଓବାଦୀ: ଲ୍ୟାଣ୍ଡମାଇନ ଖଞ୍ଜୁଥିବା ବେଳେ ବିସ୍ଫୋରଣ, ଜଣେ ମାଓବାଦୀ ମୃତ
/kanak/media/post_attachments/wp-content/uploads/2023/11/18-6.jpg)