ମାଓବାଦୀଙ୍କ ବର୍ବର କାଣ୍ଡ । ପ୍ରଜାକୋର୍ଟରେ ୨୦ ବର୍ଷ ଯୁବକଙ୍କୁ ପିଟି ପିଟି କଲେ ହତ୍ୟା, ୮ ତାରିଖରେ ୪ ଯୁବକଙ୍କୁ ଅପହରଣ କରିଥିଲେ ମାଓବାଦୀ ।

Advertisment
ମାଓବାଦୀଙ୍କ ବର୍ବର କାଣ୍ଡ । ପ୍ରଜାକୋର୍ଟରେ ୨୦ ବର୍ଷ ଯୁବକଙ୍କୁ ପିଟି ପିଟି କଲେ ହତ୍ୟା, ୮ ତାରିଖରେ ୪ ଯୁବକଙ୍କୁ ଅପହରଣ କରିଥିଲେ ମାଓବାଦୀ ।

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବର କାଣ୍ଡ । ଛତିଶଗଡ ସୁକୁମା କୋଣ୍ଟା ଥାନା ସାକଲେର ଗାଁରୁ ୪ ଯୁବକଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ । ଜଣେ ଯୁବକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯାଇଛି । ୨୦ ବର୍ଷୀୟ ମାଡବି ରାଜା ରାଓଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ ।

ସେହିଭଳି ଅପହରଣ ହୋଇଥିବା ଅନ୍ୟ ୩ ଜଣଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇଛି । ଜୁଲାଇ ୮ ତାରିଖରେ ୪ ଜଣ ଯୁବକଙ୍କୁ ଗାଁରୁ ଟେକି ନେଇ ଥିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରି ନିଆଯାଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe