ଅନଶନ ଭାଙ୍ଗିଲେ ମାଓ ନେତା ଆଜାଦ । ଏସ୍ସିବିରେ ଜେଲ ଏଡିଜି ଆଜାଦଙ୍କୁ ଭେଟିବା ପରେ ସେ ଆନେ୍ଦାଳନରୁ ଓହରିଛନ୍ତି । ୨୧ ଦିନ ଆଜାଦଙ୍କ ସହ ୩ ଜଣ ମାଓ ନେତା ଆନେ୍ଦାଳନରୁ ଓହରିଛନ୍ତି । ଝାରପଡା ଜେଲରେ ଅନଶନରେ ବସିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଏହା ପରେ ତାଙ୍କୁ ଏସସିବିରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତାଙ୍କ ନାଁରେ ଥିବା ମାମଲା ଗୁଡିକୁ ତୁରନ୍ତ ଶୁଣାଣି କରିବାକୁ ସେ ଦାବି କରି ଅନଶନରେ ବସିଥିଲେ ।
ଅନଶନ ଭାଙ୍ଗିଲେ ମାଓ ନେତା ଆଜାଦ
/kanak/media/post_attachments/wp-content/uploads/2016/04/vlcsnap-2016-04-20-15h05m21s728.png)