ଭବାନୀପାଟଣାରେ ଅଭାବନୀୟ ଘଟଣା । ପୁଣି ମାତିଲେ ମାଓବାଦୀ, ବିସ୍ଫୋରଣ କରି ଉଡାଇଲେ CRPF କ୍ୟାମ୍ପ ।

Advertisment
ପୁଣି ନିଜର ଦବଦବା ଜାହିର କଲେ ମାଓବାଦୀ ! ଲଗାଇଲେ ବ୍ୟାନର, ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା ଧମକ

image courtesy - News Front

କନକ ବ୍ୟୁରୋ : ଭବାନୀପାଟଣାରେ ଅଭାବନୀୟ ଘଟଣା । ପୁଣି ମାତିଲେ ମାଓବାଦୀ । ବିସ୍ଫୋରଣ କରି ଉଡାଇଲେ ସିଆରପିଏଫ କ୍ୟାମ୍ପ । ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାରେ ଏକ ନିର୍ମାଣଧୀନ ସିଆରପିଏଫ କ୍ୟାମ୍ପକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଥିବା ଜଣାପଡିଛି । ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁରରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ସୂଚାନ ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି, ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe