ଭବାନୀପାଟଣାରେ ଅଭାବନୀୟ ଘଟଣା । ପୁଣି ମାତିଲେ ମାଓବାଦୀ, ବିସ୍ଫୋରଣ କରି ଉଡାଇଲେ CRPF କ୍ୟାମ୍ପ ।

348

କନକ ବ୍ୟୁରୋ : ଭବାନୀପାଟଣାରେ ଅଭାବନୀୟ ଘଟଣା । ପୁଣି ମାତିଲେ ମାଓବାଦୀ । ବିସ୍ଫୋରଣ କରି ଉଡାଇଲେ ସିଆରପିଏଫ କ୍ୟାମ୍ପ । ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାରେ ଏକ ନିର୍ମାଣଧୀନ ସିଆରପିଏଫ କ୍ୟାମ୍ପକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଥିବା ଜଣାପଡିଛି । ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁରରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ସୂଚାନ ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି, ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି ।

Comments are closed.